ନିପୁଣ ଶିଳ୍ପୀଙ୍କ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ବାରା ତାଲିକାଭୁକ୍ତ

ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଦ୍ୱାରା ମାନ୍ୟତାପ୍ରାପ୍ତ କାରିଗର ମାନଙ୍କର ଦକ୍ଷତା ପରୀକ୍ଷା ସିଡାକ୍ ପରିଚାଳନା କରିଥାଏ।  ଏହି ପରୀକ୍ଷା ପରେକଳାରେ ନିପୂଣ ଶିଳ୍ପୀ/କାରିଗର ମାନଙ୍କୁ ମାଷ୍ଟର କ୍ରାଫ୍ଟ ପର୍ସନ (ଏମ୍‌ସିପି) ଭାବରେ ତାଲିକାଭୁକ୍ତ କରାଯାଏ। ଏହି ପ୍ରକ୍ରିୟା ଏକ କମିଟି ଦ୍ୱାରା ପରିଚାଳିତ ହୁଏ ଏବଂ ଦକ୍ଷତା ପରୀକ୍ଷା ପରେ, କମିଟି ଯୋଗ୍ୟ କାରିଗର ମାନଙ୍କୁ ଏମ୍‌ସିପ ଭାବରେ ତାଲିକାଭୁକ୍ତ କରିବା ପାଇଁ ହସ୍ତଶିଳ୍ପ ନିର୍ଦ୍ଦେଶାଳୟକୁ ସୁପାରିଶ କରିଥାଏ।