କାରିଗରମାନଙ୍କୁ ସେମାନଙ୍କ ହସ୍ତଶିଳ୍ପ ଉତ୍ପାଦର ପ୍ରଚାର ପାଇଁ ସୁବିଧା ଯୋଗାଇବା, ବଜାର ଭିତ୍ତିକ ତାଲିମ ପ୍ରଦାନ କରି ହସ୍ତଶିଳ୍ପ କାରିଗରମାନଙ୍କର କାରିଗରୀକୌଶଳର ଉନ୍ନତିକରଣ କରିବା ଏବଂ କ୍ରେତା-ବିକ୍ରେତା ସମ୍ମିଳନୀ, ରାଜ୍ୟସ୍ତରୀୟ ପ୍ରଦର୍ଶନୀ, ଜାତୀୟସ୍ତରୀୟ ପ୍ରଦର୍ଶନୀ ଏବଂ ଆନ୍ତର୍ଜାତିକ ସ୍ତରୀୟ ପ୍ରଦର୍ଶନୀ ମାଧ୍ୟମରେ ଏହାର ବ୍ୟବସାୟୀକରଣକୁ ତ୍ୱରାନ୍ୱିତ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ବଜାରରେ ସେମାନଙ୍କ ଉତ୍ପାଦଗୁଡିକ ନିମନ୍ତେ ଏକ ସ୍ଥାନ ସୃଷ୍ଟି କରିବା ।