ଘରୋଇ ଏବଂ ଜାତୀୟ ବଜାରରେ ଚିହ୍ନଟ ହୋଇଥିବା ବିପଣନ କ୍ଷେତ୍ର ପାଇଁ ବିଭିନ୍ନ ପ୍ରକାର ଉତ୍ପାଦ/ସମାଗ୍ରୀ ଶ୍ରେଣୀରେ /ବର୍ଗରେ ବିକ୍ରୟଯୋଗ୍ୟ ଉତ୍ପାଦଗୁଡ଼ିକର ଏକ ପ୍ଲାଟଫର୍ମ ପରିସର ସୃଷ୍ଟି କରିବା ପାଇଁ ଓଡ଼ିଶା ଖଣିଜ କ୍ଷେତ୍ର ବିକାଶ ନିଗମ (ଓଏମ୍ବିଏଡିସି) ର ପାଣ୍ଠି ଦ୍ୱାରା ବିଭିନ୍ନ ହସ୍ତଶିଳ୍ପରେ ନମୂନା ବିକାଶ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି ।
| କ୍ର.ନଂ. | କ୍ଲଷ୍ଟର | ଜିଲ୍ଲା | ହସ୍ତଶିଳ୍ପ | ତାଲିମପ୍ରାପ୍ତ କାରିଗରଙ୍କ ସଂଖ୍ୟା | ନୂତନ ଡିଜାଇନ୍ ବିକଶିତ ଉତ୍ପାଦଗୁଡିକ ସଂଖ୍ୟା |
|---|---|---|---|---|---|
| ୧ | କୁଳିଅଣା | ମୟୂରଭଞ୍ଜ | ଢୋକ୍ରା କାଷ୍ଟିଂ | ୩୦ | ୨୦ |
| ୨ | କୁଳିଆ ଖୁଣ୍ଟା | ମୟୂରଭଞ୍ଜ | ଢୋକ୍ରା କାଷ୍ଟିଂ | ୩୦ | ୨୦ |
| ୩ | ଅନ୍ତିଆ | ଯାଜପୁର | କାଇଁଚ | ୩୦ | ୨୦ |