ଚାନ୍ଦୁଆ 

ଖଣ୍ଡଗିରିର ଘାଟିକିଆ ଠାରେ ସିଡାକ୍ ପକ୍ଷରୁ ଚାନ୍ଦୁଆ ସିଏଫ୍‌ସି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଏହି ସିଏଫ୍‌ସି କେନ୍ଦ୍ରରେ ଅତ୍ୟାଧୁନିକ ଯାନ୍ତ୍ରିକ ଉପକରଣ ଉପଲବ୍ଧ ଅଛି ଯାହାକି ଏକ ସମୟରେ ଅଧିକ ପରିମାଣର ଉତ୍ପାଦନ କରିବା ସହିତ ବିଭିନ୍ନ ବର୍ଗର ଉତ୍ପାଦ ବୃଦ୍ଧିରେ ସହାୟକ ହୋଇଥାଏ। ଏହା ଏଭଳି ଏକ ପ୍ଲାଟଫର୍ମ ଯାହା  କାରୀଗରମାନଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ଏବଂ ବିଭିନ୍ନ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଇତ୍ୟାଦି ପ୍ରଦାନ କରି ଅଧିକ ଲାଭ ପାଇବାର ସୁଯୋଗ ସୃଷ୍ଟି କରିଥାଏ।