ସଂକଳ୍ପ କେନ୍ଦ୍ରାପଡ଼ା ପ୍ରକଳ୍ପ 

ନଭେମ୍ବର ୨୦୨୦ରେ କେନ୍ଦ୍ରାପଡାରେ ଆରମ୍ଭ ହୋଇଥିବା ସଂକଳ୍ପ ପ୍ରକଳ୍ପ, ଜାତୀୟ ନିର୍ଦ୍ଦେଶନାମ ଅନୁଯାୟୀ ଏକ ପ୍ରାୟୋଗିକ କାର୍ଯ୍ୟକ୍ରମ ଏବଂ ଏମ୍‌ଏସ୍‌ଡିଇଙ୍କ ଦ୍ୱାରା ଏହାର କାର୍ଯ୍ୟାନ୍ୱୟନ କରାଯାଉଛି, ରାଜ୍ୟ କଳା ଏବଂ ହସ୍ତଶିଳ୍ପ ବିକାଶ ପ୍ରତିଷ୍ଠାନ (ସିଡାକ୍‌), ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ, ଓଡିଶା ସରକାର ଏବଂ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହି ପ୍ରକଳ୍ପଟି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ସୁବର୍ଣ୍ଣ ଘାସ (ପ୍ରାକୃତିକ ତନ୍ତୁ) ସମୂହ ବା କ୍ଲଷ୍ଟରରେ ବ୍ୟାପକ କାର୍ଯ୍ୟକ୍ରମ କରିବା ଉପରେ ଧ୍ୟାନ ଦେଇଥାଏ। ୯ଟି ଗ୍ରା ମପଞ୍ଚାୟତର ୩୫ଟି ଗାଁର ୩୧୨୮ ଜଣ ମହିଳା କାରିଗର ଏହି ଯୋଜନାର କାର୍ଯ୍ୟାନ୍ୱୟନ ଦ୍ୱାରା ଉପକୃତ ହୋଇଛନ୍ତି।

ସଂକଳ୍ପ, Explore PDF