ପଥର ଖୋଦେଇ

ଆଧୁନିକ ଯାନ୍ତ୍ରିକ ଉପକରଣର ବ୍ୟବସ୍ଥା କରି କାରିଗର ମାନଙ୍କ ଦକ୍ଷତା ସ୍ତରକୁ ଉନ୍ନତ କରିବା ଏବଂ ବିଭିନ୍ନ ପ୍ରକାରର ପଥର ଜାତୀୟ ଉତ୍ପାଦ ପରିସରକୁ ବୃଦ୍ଧି କରିବା ପାଇଁ  ପଥର ଖୋଦେଇ ସିଏଫ୍‌ସି ସ୍ଥାପନ କରାଯାଇଛି।