ଓବିଡିଏ ଯୋଜନା ଅଧୀନରେ ନମୂନା ବିକାଶ କାର୍ଯ୍ୟକ୍ରମ  

ଘରୋଇ ଏବଂ ଜାତୀୟ ବଜାରରେ ଚିହ୍ନଟ ହୋଇଥିବା ବଜାର କ୍ଷେତ୍ର ପାଇଁ ବିଭିନ୍ନ ଉତ୍ପାଦ ବର୍ଗରେ ବିକ୍ରୟଯୋଗ୍ୟ ଉତ୍ପାଦଗୁଡ଼ିକର ଏକ ପରିସର ସୃଷ୍ଟି କରିବା ପାଇଁ ଓଡ଼ିଶା ବାଉଁଶ ବିକାଶ ସଂସ୍ଥା (ଓବିଡିଏ) ର ପାଣ୍ଠି ଅଧୀନରେ ବିଭିନ୍ନ କ୍ଲଷ୍ଟର ବା ସମୂହରେ ବାଉଁଶ ହସ୍ତଶିଳ୍ପ ଉପରେ ନମୂନା‌ ବିକାଶ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି ।

କ୍ର.ନଂ. କ୍ଲଷ୍ଟର ଜିଲ୍ଲା ତାଲିମପ୍ରାପ୍ତ କାରିଗରଙ୍କ ସଂଖ୍ୟା ନୂତନ ଡିଜାଇନ୍ ବିକଶିତ ଉତ୍ପାଦଗୁଡିକ ସଂଖ୍ୟା
୧  ରାଇରଙ୍ଗପୁର  ମୟୂରଭଞ୍ଜ ୩୦  ୨୦ 
୨  ଗୋପାଳପୁର  ଯାଜପୁର  ୩୦  ୨୦ 
୩  ପଦ୍ମପୁର  ବରଗଡ  ୩୦  ୨୦ 
୪  ବାରଗାଁ  ବରଗଡ ୩୦  ୨୦ 
୫  ଦୁଦୁରୁକୋଟ   ଢେଙ୍କାନାଳ  ୩୦  ୨୦