ଆଧୁନିକ ମେସିନ ବ୍ୟବହାର କରି ଏବଂ ବିଭିନ୍ନ ତାଲିମ କାର୍ଯ୍ୟକ୍ରମ ପରିଚାଳନା କରି କାରିଗର ମାନଙ୍କ ଦକ୍ଷତା ସ୍ତରକୁ ଉନ୍ନତ କରିବା ଏବଂ ଉତ୍ପାଦ ପରିସରକୁ ବୃଦ୍ଧି କରିବା ପାଇଁ ଏକ ପିତ୍ତଳ ଓ କଂସା ସାଧାରଣ ସୁବିଧା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି।